ଭାରତୀୟ ଟିକା ‘କୋଭାକ୍ସିନ୍‌’ ଉପରେ ବିଶ୍ବ ନଜର

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ(ଆସିଏମ୍‌ଆର୍) ଓ ଭାରତ ବାୟୋଟେକ୍‌ ଦ୍ବାରା ଦେଶର ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭିଡ୍‌ ଟିକା କୋଭାକ୍ସିନ୍‌ ସମଗ୍ର ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ଚଳିତ ମାସରେ ୭୦ରୁ ଅଧିକ ରାଷ୍ଟ୍ରର ସରକାରଙ୍କ ପ୍ରତିନିଧିମାନେ ହାଇଦ୍ରାବାଦର ଜିନୋମ୍‌ ଭ୍ୟାଲି ସ୍ଥିତ ଭାରତ ବାୟୋଟେକ୍‌ ଟିକା ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଅଧିକାଂଶ ରାଷ୍ଟ୍ର ଏହି ଟିକା ହାସଲ କରିବାକୁ ଆଗ୍ରହ ପ୍ରକାଶ … Continue reading ଭାରତୀୟ ଟିକା ‘କୋଭାକ୍ସିନ୍‌’ ଉପରେ ବିଶ୍ବ ନଜର